Parbanara Sajasaja | Odia Song | Song Lyrics
Parbanara Sajasaja Odia Song Singer-Asima Panda ପାର୍ବଣର ସାଜସଜା ଶାରଦୀୟ ଦୁର୍ଗାପୂଜା ଖୁସି ଆଜି ସହରଠୁ ଗାଁ, ସିଂହ ବାଜା ମାଦଳ ବାଜା ଝଲସୁଚି ମେଢ ସଜା, ହୁରି ପଡେ ଆଜି ମା ନାଁ ଆସ ଆସ ଆସ ଗୋ ମୋ ଦୁର୍ଗା ମା ତୁମ ଆଗମନେ ନାଛିଯାଏ ମନ, ମା ର ମମତା ଖୋଜେ ସବୁ ପ୍ରାଣ ଫୁଲଝରି ଲିଚୁବତୀ ସବୁଆଡେ ମୌଜ ମସ୍ତି ତୁମେ ହିଁ … Read more